Download Now Banner

This browser does not support the video element.

ହିନ୍ଦୋଳ: ଖଣ୍ଡହତା ନିକଟ ଦୁର୍ଘଟଣାରେ କାରନ୍ଦା ଗ୍ରାମର ୩ଜଣ ମୃତ ୨ ଗୁରୁତର

Hindol, Dhenkanal | Sep 6, 2025
ଅନୁଗୋଳ ମହୀଧରପୁର ରାସ୍ତାର ଖଣ୍ଡହତା ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଢେଙ୍କାନାଳ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର କାରନ୍ଦା ଗ୍ରାମରୁ ୩ ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି ଏବଂ ୨ ଜଣ ବ୍ୟକ୍ତି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚକିତ୍ସାଧୀନ ଅଛନ୍ତି।
Read More News
T & CPrivacy PolicyContact Us