Install App
nuagaonnews
This browser does not support the video element.
ବୀରମିତ୍ରପୁର: ନୂଆଗାଁ ବ୍ଲକର ଉର୍ମେଇ ଗ୍ରମପଞ୍ଚାୟତର ସୋରଡ଼ା ବାରିବେଡ଼ା ମୁଖ୍ୟ ରାସ୍ତାର ଝରିଆ ପାଖରେ ଯାତାୟାତର ସମସ୍ୟାକୁ ସମାଧାନ କଲେ ବିଧାୟକ ।
Biramitrapur, Sundargarh | Aug 26, 2025
ନୂଆଗାଁ ବ୍ଲକର ଉର୍ମେଇ ଗ୍ରମପଞ୍ଚାୟତର ସୋରଡ଼ା ବାରିବେଡ଼ା ମୁଖ୍ୟ ରାସ୍ତାର ଝରିଆ ପାଖରେ ରାସ୍ତା ଖରାପ ହୋଇଯାଇଥିଲା । ବିଜେଡି ବ୍ଲକ ସଭାପତି ପ୍ରକାଶ ସାହୁଙ୍କ କହିବା ଅନୁସାରେ ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କୀଙ୍କୁ ଏ ବିଷୟରେ ଗାଁ ଲୋକ ଅବଗତ କରାଇଥିଲେ। ଜେସିବି ଓ ଟ୍ରାକଟର ସହାୟତାରେ ସେହି ରାସ୍ତା ଉପରେ ମୁରୁମ ପକାର ଯାତାୟାତର ସୁବିଧା କରାଯାଇଥିଲା।
Share
Read More News
T & C
Privacy Policy
Contact Us
Your browser does not support JavaScript!