Download Now Banner

This browser does not support the video element.

ଧାମନଗର: ଦଇପୁର ପଂଚାୟତ ର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ଧାମନଗର ବିଧାୟକ ।

Dhamanagar, Bhadrak | Apr 10, 2024
ଆଜି ଅପରାହ୍ନ ୫ ଟା ସମୟରେ ଧାମନଗର ବ୍ଲକ ର ଦଇପୂର ପଂଚାୟତ ର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇ ଥିଲେ । ଦଇପୂର ଗ୍ରାମ ର ସମାଜସେବୀ ଆନନ୍ଦ ରାଉତ ଓ କୁନା ଜେନା ଙ୍କ ବିୟଗ ରେ ଶୋକାକୁଳ ପରିବାର ଙ୍କୁ ଭେଟି ସମବେଦନା ଜଣାଇଥିଲେ ।
Read More News
T & CPrivacy PolicyContact Us