Download Now Banner

This browser does not support the video element.

ବୀରମହାରାଜପୁର: ଖୁଣ୍ଟୁ ଲାପାଲି ରାସ୍ତାରେ ବିରାଟ ବରଗଛ ପଡ଼ି ରାସ୍ତା ଅବରୋଧ , କାଟି ସଫା କଲା ଉଲୁଣ୍ଡା ଅଗ୍ନିଶମ ବାହିନୀ

Biramaharajpur, Subarnapur (Sonepur) | Aug 23, 2025
ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଖୁଣ୍ଟୁ ଲାପାଲି ରାସ୍ତାରେ ଆଜି ବିରାଟ ବରଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା l ଆଜି ଅପରାହ୍ନ ପ୍ରାୟ 5ଟା 30ମିନିଟ ପର୍ଯନ୍ ଉଲୁଣ୍ଡା ଅଗ୍ନିଶମ ବାହିନୀ ଗଛକୁ କାଟି ସଫାକରିଥିଲା l l ସୂଚନା ଅନୁସାରେ ଆଜି ଉକ୍ତ ରାସ୍ତାରେ ଏକ ବିରାଟ ବରଗଛ ପଡ଼ିଯାଇଥିଲା l ଫଳରେ ଯାତାୟାତ ଠାପ ହୋଇଯାଇଥିଲା l ଏହି ରାସ୍ତା ଦେଇ ପ୍ରତ୍ୟେହ ସହ ସହ ଯାନବାହାନ ଚଲା ଚଲ କରିଥାଏ l ରାସ୍ତାରେ ଗଛ ପଡିବା ଯୋଗୁଁ ଯାତାୟାତ ଠପ ହୋଇଯାଇଥିଲା l ରାସ୍ତାରେ ଗଛ ପଡ଼ିଥିବା ଦେଖି ଲୋକେ ଉଲୁଣ୍ଡା ଅଗ୍ନିଶମ ବାହିନୀକୁ ଦେଇଥିଲେ l ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବିରା
Read More News
T & CPrivacy PolicyContact Us