This browser does not support the video element.
ଛତ୍ରପୁର: ବ୍ରହ୍ମପୁର ସ୍ଥିତ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
Chhatrapur, Ganjam | Sep 1, 2025
ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଡ଼ ପ୍ରମୋଦ କୁମାର ପୃଷ୍ଟି , ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ଶର୍ବଣ ବିବେକ ଏମ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଆଇ ଏ ଏସ ପ୍ରବେସନ୍ ମ୍ରିଣାଲିକା ରାଠୋର ଉପସ୍ଥିତ ରହି ଜନ ସାଧରଣଙ୍କ ଅଭିଯୋଗ ଶୁଣିଛନ୍ତି ।ସୋମବାର ମଧ୍ଯାହ୍ନରେ ଅନୁଷ୍ଠିତ ଶିବିରରେ ମୁଖ୍ୟତଃ ସ୍ବାସ୍ଥ୍ୟ, ଶିକ୍ଷା,ସାମାଜିକ ସୁରକ୍ଷା ଭତା,ଜମି, ଶ୍ରମିକ କାର୍ଡ,ରାସନ୍ କାର୍ଡ,ରାସ୍ତା ଇତ୍ୟାଦି ଅଭିଯୋଗ ଆଗତ ହୋଇଥିବା ଜଣାପଡିଛି।