Install App
kishoreacharya
This browser does not support the video element.
ଆନନ୍ଦପୁର: ରମ୍ପାସ ନିକଟରେ ବାଇକ୍ କୁ ସାଇଟ ଦେବାକୁ ଯାଇ ଗଛକୁ ଧକ୍କା ଦେଲା ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ଚାଳକ
Anandapur, Kendujhar | Sep 13, 2025
ରମ୍ପାସ ନିକଟରେ ଆଜି ଅପରାହ୍ନ ୪ଟା ବେଳେ ଏକ ବାଇକ୍ କୁ ସାଇଟ ଦେବାକୁ ଯାଇ ଗଛକୁ ଧକ୍କା ଦେଇଛି ଏକ ଟ୍ରାକ୍ଟର। ଟ୍ରାକ୍ଟରଟି ବହୁ ମାତ୍ରାରେ କ୍ଷତି ଗ୍ରସ୍ତ ହୋଇଥିବା ବେଳେ ଚାଳକ ଜଣକ ଡେଇଁପଡି ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ନିଜକୁ ରକ୍ଷା କରିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!