This browser does not support the video element.
ପଟ୍ଟାଙ୍ଗୀ: ବାଲଡ଼ା ବନାଞ୍ଚଳର ବିଭିନ୍ନ ଗ୍ରାମରେ ଚାରା ବଣ୍ଟନ ଯାନର ଶୁଭ ଆରମ୍ଭ ,ଏକ ପେଡ ମା କେ ନାମ...
Pottangi, Koraput | Sep 8, 2025
ଏକ ପେଡ଼ ମା’ କେ ନାମ” ଅବସରରେ ବାଲଡ଼ା ବନାଞ୍ଚଳ ଅଧୀନସ୍ଥ ସମସ୍ତ ଗ୍ରାମ ପଞ୍ଚାୟତରେ ଚାରା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଡିଓ ଦୂର୍ଗା ପ୍ରସାଦ ଦୋରାଙ୍କ ସମେତ ଅରଣ୍ୟ ବିଭାଗର ଅଧିକାରୀ ଓ କର୍ମକର୍ତ୍ତା ମାନେ ସକ୍ରିୟ ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ପଞ୍ଚାୟତ ମାନଙ୍କୁ ବିଭିନ୍ନ କିସମର ଚାରା ବଣ୍ଟନ କରାଯାଇଥିଲା। ବିଡିଓ ଦୂର୍ଗା ପ୍ରସାଦ ଦୋରା ବୃକ୍ଷ ରୋପଣକୁ ଆଗାମୀ ପିଢ଼ି ପାଇଁ ଅମୂଲ୍ୟ ସଂପତ୍ତି ଭାବରେ ସମର୍ପଣ କରିବାକୁ ଆହ୍ୱାନ ଦେଇଥିଲେ।