Download Now Banner

This browser does not support the video element.

କବିସୂର୍ଯ୍ୟନଗର: ଏସ. ଛଚିନାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

Kabisuryanagar, Ganjam | Sep 1, 2025
ମୋହନ ସରକାର ଲୋକଙ୍କ ସରକାର ଏଣିକି ଅଭିଯୋଗ କରିବାକୁ କୌଣସି ଅଫିସକୁ ଦୌଡିବାକୁ ପଡିବ ନାହିଁ । ସରକାରୀ ଅଧିକାରୀ ଆସିବେ ଲୋକଙ୍କ ପାଖକୁ । ସେହିକ୍ରମରେ ସୋମବାର ଦିନ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ଏସ. ଛଚିନା ଗ୍ରାମ ପଞ୍ଚାୟତ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋଦଳା ତହସିଲଦାର ତଥା ବେଗୁନିଆପଡ଼ା ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସସ୍ମିତା ଶତପଥି, ବେଗୁନିଆପଡ଼ା ଥାନା ଅଧିକାରୀ ଭଗବାନ ପୂଜାରୀ, ସି ଡି ପି ଓ ନୀଳିମା ଟପ୍ପୋ ଉପସ୍ଥିତ ରହି ଅଭିଯୋଗ ଶୁଣି ଥିଲେ ।
Read More News
T & CPrivacy PolicyContact Us