Download Now Banner

This browser does not support the video element.

ବୀରମହାରାଜପୁର: ସିଂଢୋଲ ଷ୍ଟେଟ ବ୍ୟାଙ୍କରେ ନୂତନ ବିଏମଙ୍କୁ ସ୍ବାଗତ ଓ ପୂର୍ବତନ ବିଏମଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ

Biramaharajpur, Subarnapur (Sonepur) | Aug 23, 2025
ଉଲୁଣ୍ଡା ଥାନା ଅନ୍ତର୍ଗତ ସିଂଢୋଲ ଷ୍ଟେଟ୍ ବ୍ୟାଙ୍କରେ ନୂତନ ବିଏମଙ୍କୁ ସ୍ବାଗତ ଏବଂ ପୂର୍ବତନ ବିଏମଙ୍କୁ ବିଦ୍ୟାଳୟ କାଳୀନ ସମ୍ବର୍ଧନା ପ୍ରଦାନ କରାଯାଇଛି l ଛନ୍ଦା ଚରଣ ଦାସଙ୍କ ସଭାପତିତ୍ବରେ ଆୟୋଜିତ ସମ୍ବର୍ଧନା ସଭାରେ ସରପଞ୍ଚ ପ୍ରଦୀପ ଦେହେରୀ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବରେ ସମିତି ସଭ୍ୟ ହୃଦାନନ୍ଦ ମେହେର ଯୋଗଦେଇ ଥିଲେ l ତେବେ ନୂତନ ଭାବରେ ଯୋଗଦେଇ ଥିବା ବିଏମ ସଞ୍ଜୀବ କୁମାର ନାଏକଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିବା ବେଳେ ଏଠାରେ ଥିବା ବିଏମ ସହଦେବ ଲାକ୍ରାଙ୍କୁ ବିଦାୟ ସମ୍ବର୍ଧନା ଦିଆଯାଇଥିଲା l ତେବେ ବିଦାୟ ନେଇଥିବା ବିଏମ ଶ୍ରୀଯୁକ୍ତ ଲାକ୍ରା ନି
Read More News
T & CPrivacy PolicyContact Us