Download Now Banner

This browser does not support the video element.

ଲକ୍ଷ୍ମୀପୁର: ଦଶମନ୍ତପୁର ବ୍ଳକ ପୋଡ଼ାଗଡ଼ ପଞ୍ଚାୟତ ଲେନ୍ଦ୍ରି ମାଳି ଗୁଡ଼ା  କଫି ବୋର୍ଡ ନିକଟରେ ବାଇକ୍ ଦୁର୍ଘଟଣା, ଜଣେ ମୃତ

Lakshmipur, Koraput | Oct 9, 2025
ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଦଶମନ୍ତପୁର ବ୍ଲକ ପୋଡାଗଡ ପଞ୍ଚାୟତ ଲେନ୍ଦ୍ରି ମାଳି ଗୁଡ଼ା କଫି ବୋର୍ଡ ନିକଟରେ ବାଇକ୍ ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ଜଣାପଡିଛି। ଆଜି ରାତି ୮ ଟା ସମୟରେ ଲୁକମାରି ଗ୍ରାମର ଜିତେନ୍ଦ୍ର ଡଙ୍ଗରି ଗ୍ରାମରୁ କୌଣସି କାମରେ କୋରାପୁଟ ଯାଉଥିବା ସମୟରେ ଲେନ୍ଦ୍ରି ମାଳି ଗୁଡ଼ା ଛକ କଫି ବୋର୍ଡ ନିକଟରେ ରାସ୍ତା ଉପରେ ପଡ଼ି ରହିଥିବା ଏକ ଗଛ ସହ ଧକ୍କା ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। କୋରାପୁଟ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିବା ବେଳେ କୋରାପୁଟ ସଦର ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ ଆରମ୍ଭ କରିଛି
Read More News
T & CPrivacy PolicyContact Us