Download Now Banner

This browser does not support the video element.

ଜି ଉଦୟଗିରି: ଟୀକାବାଲି ଥାନାର କଇଁଝର ଅଂଚଳର ଯଶିରାଜ ଦଣ୍ଡସେନା ଆତ୍ମହତ୍ୟା କରିଥିଲେ. ଏ ନେଇ ଟିକାବାଲି ଥାନରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଅଛି

G Udayagiri, Kandhamal | Aug 21, 2025
ଟୀକାବାଲି ଥାନାର କଇଁଝର ଅଂଚଳର ଯଶିରାଜ ଦଣ୍ଡସେନା ଆତ୍ମହତ୍ୟା କରିଥିଲେ. ଏ ନେଇ ଟିକାବାଲି ଥାନରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଅଛି. ଥାନାରେ 12/2025 ମାମଲା ରୁଜୁ ହୋଇଥିବାର ଜି ଉଦୟଗିରି ଉପଖଣ୍ଡ ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି. ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଅଛି.
Read More News
T & CPrivacy PolicyContact Us