This browser does not support the video element.
ବୀରମିତ୍ରପୁର: ନୂଆଗାଁ ପି.ଏଚ.ସି ସଭଗୃହରେ ପଲ୍ସ ପୋଲିଓ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।
Biramitrapur, Sundargarh | Oct 9, 2025
ନୂଆଗାଁ ପି.ଏଚ.ସି ସଭଗୃହରେ ପଲ୍ସ ପୋଲିଓ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ହାତୀବାରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସୁପରିତେଣ୍ଡେନ ଡାକ୍ତର ଏମ.ଡି ହଲିମଙ୍କ ତତ୍ତ୍ଵାବଧାନରେ ଡାକ୍ତର ପ୍ରତୀକ ବିଶ୍ଵାଳ ପ୍ରଶିକ୍ଷଣ ଦେଇଥିଲେ।ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆସନ୍ତା ଅକ୍ଟୋବର ୧୨,୧୩ ଓ ୧୪ତାରିଖ ଦିନ ପୋଲିଓ କିପରି ଜନ୍ମରୁ ୫ବର୍ଷ ଶିଶୁଙ୍କୁ ପୋଲିଓ ଖୁଆଯିବ,ତା ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା।