Download Now Banner

This browser does not support the video element.

ମାଲକାନଗିରି: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜସ୍ୱ ଅମଲା ସଂଘର ସମସ୍ତ କର୍ମଚାରୀ ଅନିର୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମୁହ ଛୁଟିସହ ଧାରଣା ଦିଆଯାଇଛି

Malkangiri, Malkangiri | Aug 11, 2025
ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ରାଜସ୍ୱ ଅମଲା ସଂଘର ସମସ୍ତ କର୍ମଚାରୀ ଅନିର୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମୁହ ଛୁଟି ନେଇ ଧାରଣା ଦେଇଛନ୍ତିା ଯେଉଁ ଦିନ ପର୍ଯ୍ୟନ୍ତ ତାଙ୍କର ଦାବି ପୁରଣ ନ ହେବ ସେହିଦିନ ପର୍ଯ୍ୟନନ୍ତ ସମସ୍ତେ ଛୁଟିରେ ରହିବେ ବୋଲି ନିଷ୍ପତି ନିଆ ଯାଇଛିା ପ୍ରକାଶ ଥାଉ କି, ୯୩୦୦ ସ୍କେଲ ପେ ରେ ୪୨୦୦ ଗ୍ରେଡପେ ପ୍ରଦାନ, ନିୟମିତ ପଦୋନ୍ନତି, କ୍ୟାଡରର ପୁନଃଗଠନ ଇତ୍ୟାଦି ଦାବି ବହୁବାର ସରକାରଙ୍କ ଜଣାଇଥିଲୋ ସୁଫଳ ନ ମିଳିବାରୁ ସଙ୍ଘ ପକ୍ଷରୁ ଏହି ପଦକ୍ଷେପ ନେଇଛନ୍ତି।
Read More News
T & CPrivacy PolicyContact Us