Download Now Banner

This browser does not support the video element.

ଜୁଜୁମୁରା: ଭବାନୀପାଲି ଗ୍ରାମରୁ ଇନଭୋଟର ଚୋ ରିଅଭିଯୋଗରେ , ୩ ଅଭିଯୁକ୍ତ ଗିରଫ

Jujomura, Sambalpur | Sep 2, 2025
ସମ୍ବଲପୁର ଜିଲ୍ଲା ଜୁଜୁମୁରା ଥାନା ଅନ୍ତର୍ଗତ ଭବାନୀପାଲିରୁ ଇନ‌ଭୋଟର ଚୋରି କରିଥିବା ତିନି ଜଣ ଜଣଙ୍କୁ ଗିରଫ କରି ମଙ୍ଗଳବାର ସକାଳ କୋର୍ଟ ଚାଲାଣ କରିଛି ଯୁଯୁମୁରା ପୋଲିସ ‌। ଗିରଫ ମାନେ ହେଲେ ଭବାନିପାଲି ଗ୍ରାମର ପରମାନନ୍ଦ ବାଗ , ଅଜୟ କହଁର ଓରଫ ରିଙ୍କୁ ଓ ଚୋରି ସାମଗ୍ରୀ କିଣିବା ଅଭିଯୋଗରେ ଧମା ଥାନା ଅନ୍ତର୍ଗତ ମେଣ୍ଡିଲି ପାଲି ଗ୍ରାମର ଧୃବ‌ଚରଣ ଚାଉଲିଆ କୁ ଗିରଫ କରିଛି । ସୂଚନାଯୋଗ୍ୟ ଯେ ଭବାନିପାଲି ଗ୍ରାମର ଜଗବନ୍ଧୁ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଇନଭୋଟର ଚୋରି ହୋଇଥିଲା ।
Read More News
T & CPrivacy PolicyContact Us