Download Now Banner

This browser does not support the video element.

ନୂଆପଡା: ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ନେଇ ସାହାଯାଟ୍ ଗ୍ରାମବାସୀ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ

Nuapada, Nuapada | Sep 10, 2025
ଆଜି ଦିନ ସାଢେ ଏଗାରଟା ସମୟରେ ନୂଆପଡ଼ା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ଆସି କୋମନା ବ୍ଲକ୍ ସାହାକାଟ ଗ୍ରାମବାସୀ ତାଙ୍କ ଗ୍ରାମରୁ ବେଲପାଟି କୁ ନିର୍ମିତ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ଛଅ ମାସ ନ ଯାଉନୁ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବା ଅଭିଯୋଗ କରିଥିଲେ।ଜିଲ୍ଲାପାଳ ଏହା ଉପରେ ତଦନ୍ତ କରାଯିବ ବୋଲି କହିଛନ୍ତି।
Read More News
T & CPrivacy PolicyContact Us