This browser does not support the video element.
ବାଲିଗୁଡା: ବାଲିଗୁଡା ର ପଞ୍ଚାୟତ ସମିତି କାଯ୍ୟାଳୟ ପରିସରରେ MGNREGS ବ୍ଲକ ସ୍ତରୀୟ ଜନଶୁଣାଣୀ କାଯ୍ୟକ୍ରମ ଅନୁଷ୍ଠିତ
Baliguda, Kandhamal | Sep 8, 2025
ବାଲିଗୁଡା ର ପଞ୍ଚାୟତ ସମିତି କାଯ୍ୟାଳୟ ପରିସରରେ MGNREGS ବ୍ଲକ ସ୍ତରୀୟ ଜନଶୁଣାଣୀ କାଯ୍ୟକ୍ରମ ଅନୁଷ୍ଠିତ ଏହି କାଯ୍ୟକ୍ରମ ସମବାର ଦିନ 11ଘଣ୍ଟିକା ରେ ଆରମ୍ଭ ହଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ADMO ଯୋଗ ଦେଇଛନ୍ତି ବ୍ଲକରେ NREGS ରେ ବ୍ୟାପକ ଦୁର୍ନୀତି ହଇଥିବା ଅଭିଯୋଗ କରିଛନ୍ତି ଜନପ୍ରତିନିଧି ସହ ସାଧାରଣ ଜନତା ଏହାକୁ ଘଣ୍ଟ ଘଡାଇଛନ୍ତି ADMO ଆସନ୍ତୁ ଶୁଣିବା କଣ ଅଭିଯୋଗ କରିଛନ୍ତି ସାଧାରଣ ଜନତା, ତାକୁ କିଭଳି ଘଣ୍ଟ ଘଡାଉଛନ୍ତି ADMO