Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ମୟୁରଭଞ୍ଜ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଦ୍ଵାରା ଚକ୍ଷୁଦାନ ସଚେତନତା ପକ୍ଷ ପାଳନ ନେଇ ବାରିପଦା ମେଡିକାଲରୁ ସଭାଯାତ୍ରା ଅନୁଷ୍ଠିତ
Baripada M, Mayurbhanj | Sep 6, 2025
ଶନିବାର ସକାଳ ୯ଟାରେ ମୟୁରଭଞ୍ଜ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚକ୍ଷୁଦାନ ସଚେତନତା ପକ୍ଷ ପାଳନ ଅବସରରେ ନର୍ସିଂ ଏ.ଏନ.ଏମ. ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ଶୋଭଯାତ୍ରା ଡାକ୍ତରଖାନା ପରିସରରୁ ବାହାରି ବିଭିନ୍ନ ସଚେତନଧର୍ମୀ ବାର୍ତ୍ତା ବହନ କରୁଥିବା ସ୍ଲୋଗାନ ଇତ୍ୟାଦି ଦେଇ ସହର ପରିକ୍ରମା କରିଥିଲା।
Share
Read More News
T & C
Privacy Policy
Contact Us
Your browser does not support JavaScript!