This browser does not support the video element.
ସୋନପୁର: ଟାଙ୍ଗିଆ ଆକ୍ରମଣରେ ଯୁବକ ଗୁରୁତର ତାଳପଦର ଗାଁରେ ଘଟିଛି ଏଭଳି ଅଘଟଣ l
Sonapur, Subarnapur (Sonepur) | Sep 13, 2025
ଟାଙ୍ଗିଆ ଛୋଟରେ ଯୁବକ ଗୁରୁତର l ଗୁରୁତର ଯୁବକ ସୋନପୁର ଡାକ୍ତରଖାନରେ ଭର୍ତ୍ତି l ବୌଦ୍ଧ ଜିଲ୍ଲା ତାଳପଦର ଗାଁରେ ଘଟିଛି ଏଭଳି ଅଘଟଣ l ତାଳପଦର ଗାଁର ଯୁବକ ରଙ୍କବିଧି ସେଠୀଙ୍କ ୨୨ବର୍ଷୀୟ ପୁଅ ରାକେଶ ସେଠୀ ଗାଁ ମଝିରେ ଥିବା ଏକ ପିଣ୍ଡାରେ ବସି ମୋବାଇଲ୍ ଦେଖୁଥିବା ସମୟରେ ଗ୍ରାମର କାର୍ତ୍ତିକ ଯାନୀ ନାମକ ବ୍ୟକ୍ତି ହଟାତ ଏକ ଟାଙ୍ଗୀ ସାହାଯ୍ୟରେ ଯୁବକର ବେକରେ ଚୋଟ ମାରିଥିଲେ l ଫଳରେ ଘଟଣାସ୍ଥଳରୁ ଯୁବକ ଜଣକ ଦୌଡ଼ି ପଳାଇଥିଲେ l ଏହାପରେ ବିଚ୍ ରାସ୍ତାରେ ଟାଙ୍ଗି ବୁଲାଇ ଥିଲା ଦୃର୍ବୁତ୍ତ l ସଙ୍ଗେ ସଙ୍ଗେ ପରିବାର ଲୋକେ ଗୁରୁତର ଯୁବକକୁ ଉଦ୍ଧାର କରି ଗତକାଲି ବିଳମ୍ବିତ ରାତିରେ