This browser does not support the video element.
ଗୋପାଳପୁର: ଇନ୍ଦ୍ରାକ୍ଷୀ ଗ୍ରାମରେ ରକ୍ତ କର୍କଟ ରୋଗରେ ପୀଡିତ ଶିଶୁଙ୍କୁ ସହାୟତାର ହାତ ବଢାଇଲେ କଂଗ୍ରେସ ନେତା
Gopalpur, Ganjam | Sep 26, 2025
ଗଂଜାମ ଜିଲ୍ଲା ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଇନ୍ଦ୍ରାକ୍ଷୀ ଗ୍ରାମର ODRP କଲୋନୀ ରେ ବାସକରୁଥିବା ସୁଦାମ ବେହେରାଙ୍କ ଶିଶୁପୁତ୍ର ରୁଦ୍ର ରକ୍ତ କର୍କଟ ରୋଗରେ ପୀଡିତ ଅଛନ୍ତି। ଖବର ପାଇ ଗୁରୁବାର ଅପରାହ୍ନରେ ଉକ୍ତ ପରିବାର ପାଖରେ ପହଞ୍ଚି ସହାୟତାର ହାତ ବଢାଇଛନ୍ତି କଂଗ୍ରେସ ନେତା ତଥା ରାଜ୍ଯ କଂଗ୍ରେସର ସାଧାରଣ ସମ୍ପାଦକ ଶମ୍ଭୁନାଥ ପାଣିଗ୍ରାହୀ।