Download Now Banner

This browser does not support the video element.

ବଲାଙ୍ଗୀର: ଲୋଇସିଂହାରେ ପୋଲିସ ର ସଫଳ ଅଭିଯାନ 31 ଲିଟର ବିଦେଶୀ ମଦ ଜବତ ଜଣେ ଗିରଫ

Balangir, Balangir | Sep 7, 2025
ଲୋଇସିଂହା ପୋଲିସ ର ସଫଳତା – 31 ଲିଟର ବିଦେଶୀ ମଦ ଜବତ, ୧ ଅଭିଯୁକ୍ତ ଗିରଫ ଲୋଇସିଂହା ଥାନା ପୋଲିସ ଟୀମ୍, IICଙ୍କ ନେତୃତ୍ୱରେ, ଅବୈଧ ଭାବରେ ରଖାଯାଇଥିବା 31 ଲିଟର ବିଦେଶୀ ମଦ ଜବତ କରିଛନ୍ତି । ଏହା ସହିତ ଜଡିତ ଥିବା ୧ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୋଲିସ କହିଛନ୍ତି ଯେ, ଜିଲ୍ଲାରେ ଅବୈଧ ମଦ ବିକ୍ରି ବିରୋଧରେ ଏହି ଅଭିଯାନ ଅବିରତ ଭାବେ ଚାଲିଥିବ ଓ ଆଉ କିଏ କିଏ ଜଡିତ ଅଛନ୍ତି ସେ ବିଷୟରେ ତଦନ୍ତ ଚାଲି ଥିବା ପୋଲିସ ପସକ୍ଷରୁ ଆଜି ରାତି 9ଟା ସମୟରେ ସୂଚନା ଦିଆଯାଏଇଛି
Read More News
T & CPrivacy PolicyContact Us