Download Now Banner

This browser does not support the video element.

ବଲାଙ୍ଗୀର: ୟୁରିଆ ସାର ପାଇଁ ଆଧାର କାର୍ଡ ରେ ଲମ୍ବା ଲାଇନ ଦେଓଗାଁ ବ୍ଲକ ଗୌରଗୋଠ ପ୍ୟାକ୍ସ ଆଗରେ ଚାଷୀଙ୍କ ଭିଡ଼

Balangir, Balangir | Sep 10, 2025
Slog - ୟୁରିଆ ସାର ପାଇଁ ଧାଡିରେ ଆଧାର କାର୍ଡ...ଥମୁନି ସାର ସଙ୍କଟ ସାର ପାଇଁ କୃଷି ସମବାୟ ସମିତି ସମ୍ମୁଖରେ ଚାଷୀଙ୍କ ଭିଡ଼ ..ଆଧାର କାର୍ଡ ରଖି ଚାଷୀ ଙ୍କ ଲମ୍ବା ଲାଇନ ..ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଗୌରଗୋଠ ପ୍ୟାକ୍ସ ଆଗରୁ ଆସିଛି ସାର ସମସ୍ୟା ର ସାର ପାଇଁ ଆଧାର କାର୍ଡ ର ଲମ୍ବା ଲାଇନ ଦେଖିବାକୁ ମିଳିଛି । ପ୍ୟାକ୍ସ ଆଗରେ ଭୋର ୩ଟାରୁ ଚାଷୀଙ୍କ ଲମ୍ବା ଧାଡି ଲାଗିଛି । ଯେତିକି ସାର ଆସିଛି ତାଠାରୁ ଅଧିକ ଚାଷୀ ଅପେକ୍ଷାରେ ଅଛନ୍ତି ।
Read More News
T & CPrivacy PolicyContact Us