Install App
samalbaidyanath13
This browser does not support the video element.
ବୌଦ୍ଧ ସଦର: ଆସନ୍ତା କାଲୀ ସକାଳ ୮.୩୦ପର୍ଯ୍ୟନ୍ତ ପ୍ରବଳ ବର୍ଷା,ପବନ ସହିତ ବିଜୁଳି ଓ଼ ଘଡ଼ଘଡ଼ି ନେଇ ବୌଦ୍ଧ ଜିଲ୍ଳାକୁ ଅରେଞ୍ଜ ୱାର୍ଣ୍ଣି ଜାରି
Baudh Sadar, Boudh (Bauda) | Oct 2, 2025
ରାଜ୍ୟରେ କିଛିଦିନ ହେବ ବର୍ଷା, ପବନ ସାହି ବିଜୁଳି ଓ଼ ଘଡଘଡ଼ି ଲାଗି ରହିଥିବା ବେଳେ l ଆସନ୍ତାକାଲି ୩ତାରିଖ ସକାଳ ୮.୩୦ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଳାରେ ୭ରୁ୨୦ମିଲି ମିଟର ବର୍ଷା ୪୦ରୁ ୫୦କିଲୋମିଟର ବେଗରେ ପବନ ବହିବା ସହିତ ବିଜୁଳି ଓ଼ ଘଡଘଡି ହେବା ନେଇ ବୌଦ୍ଧ ଜିଲାକୁ ଅରେଞ୍ଜ ୱାରନିଙ୍ଗ ଜାରି କରାଯାଇଛି l ଏନେଇ ଆଜି ମଧ୍ୟାନ୍ହ ୧୨ଘଣ୍ଟା ସମୟରେ ଭୁବନେଶ୍ୱର ଷ୍ଠିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!