This browser does not support the video element.
ଫୁଲବାଣୀ ସହର: ଫୁଲବାଣୀ ଫାଷ୍ଟ୍ ଟ୍ରାକ୍ ପୋସ୍କୋ କୋର୍ଟ ର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇ ଙ୍କ କୋର୍ଟ ରେ ହର୍ମୀ ମଲ୍ଲିକ ଙ୍କୁ 20ବର୍ଷି ଜେଲେ ଦଣ୍ଡାଦେଶ
Phulabani Town, Kandhamal | Sep 12, 2025
ଫୁଲବାଣୀ ଫାଷ୍ଟ୍ ଟ୍ରାକ୍ ପୋସ୍କୋ କୋର୍ଟ ର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ୧୪ବର୍ଷିୟା ନାବାଳିକା ର ଦୁଷ୍କର୍ମ ମାମଲାର ବିଚାର ୧୭ ଜଣ ସାକ୍ଷୀ ଡ଼ାକ୍ତରୀ ରିପୋର୍ଟ ଆଧାରରେ ବିଚାର କରି ହର୍ମି ମଲିକ ୨୭ ବର୍ଷ ପିତା -ବନମାଳୀ ମଲିକ ଗ୍ରାମ -ପାଙ୍ଗାଲି ଥାନା - ଦାରିଙ୍ଗିବାଡ଼ି ଜିଲ୍ଲା -କନ୍ଧମାଳ ଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ଟ୧୬,୦୦୦ଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଅଧିକ ୧ବର୍ଷ ୯ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟ ରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ତରଫରୁ ଫାଷ୍ଟ୍ ଟ୍ରାକ୍ ପୋସ୍କୋ କୋର୍ଟ ର