Download Now Banner

This browser does not support the video element.

ଢେଙ୍କାନାଳ ସଦର: ମିନି ଷ୍ଟାଡିୟମଠାରେ ଗଣେଶ ପୂଜା ଭାଷାଣୀକୁ ନେଇ ମିଳିତ ଗଣେଶ ପୂଜା କ୍ରିୟାନୁଷ୍ଠାନର ସଭାପତିଙ୍କ ପ୍ରତିକ୍ରିୟା

Dhenkanal Sadar, Dhenkanal | Sep 3, 2025
ଆଜି ଗଣପତି ବାବା ଢେଙ୍କାନାଳ ସହରରୁ ବିଦାୟ ନେଉଛନ୍ତି ।କେମିନ୍ତି,କେଉଁ ରାସ୍ତାଦେଇ ସହରବାସୀ ବିଦାୟ ଦେବେ ତାହାକୁ ନେଇ ମିନି ଷ୍ଟାଡିୟମଠାର ମିଳିତ ଗଣେଶ ପୂଜା କ୍ରିୟାନୁଷ୍ଠାନର ସଭାପତି ବୁଧବାର ସକାଳ ୧୦ଟାରେ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
Read More News
T & CPrivacy PolicyContact Us