This browser does not support the video element.
ବୋଲଗଡ: ଓଏସ ପାଇଲ ମାଣିବନ୍ଧ ଗ୍ରାମର ଲୋଏସ ରାଣୀ
Bolagad, Khordha | Sep 26, 2025
ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ମାଣିବନ୍ଧ ଗ୍ରାମର ବୁଲୁ ସିଂ ଓ ଅମିତା ପାଇକରାୟଙ୍କ ଝିଅ ଲୋଏସ ରାଣୀ ସିଂ OAS ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସ୍ଥାନୀୟ ଅଞ୍ଚଳର ଗୌରବ ବୃଦ୍ଧି କରିଛନ୍ତି।