This browser does not support the video element.
ବସ୍ତା: ତାହାଲିଆ ଅଙ୍ଗନବାଡ଼ି 2 ରେ ଅନିୟମିତତା ଅଭିଯୋଗ
Basta, Balasore | Sep 3, 2025
ଅଙ୍ଗନବାଡ଼ିରେ ଅନିୟମିତତା ଅଭିଯୋଗ lବାଲିଆପାଳ ବ୍ଲକ ବଡାଶ ପଞ୍ଚାୟତର ତାହାଲିଆ ଅଙ୍ଗନୱାଡି - ୨ ରେ ଅନିୟମିତତା ନେଇ ସିଡ଼ିପିଓ ଙ୍କ ଠାରେ ଅଭିଯୋଗ ହୋଇଛି । ସରକାରଙ୍କ ଖାଦ୍ୟ ସାରଣୀ ମୁତାବକ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ନଦେବା , ଅସ୍ୱାସ୍ଥ୍ୟକର ପରିବେଶ ରେ ପିଲାମାନଙ୍କୁ ବସାଇବା,ଦୁଇ ମାସ ଧରି ପିଲାଙ୍କୁ ଅଣ୍ଡା ନଦେଇ ନିଜେ ଅଙ୍ଗନୱାଡି କର୍ମୀ ଆତ୍ମସାତ୍ କରିଥିବା ନେଇ ଅଭିଭାବକ ମାନେ ବାଲିଆପାଳ ସିଡ଼ିପିଓ ଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି । ଆଜି ଜଣାଯାଇଛି