Download Now Banner

This browser does not support the video element.

ସୁକିନ୍ଦା: କଳିଙ୍ଗନଗର ରାସ୍ତାରୁ ଅମାନିଆ ଗାଡ଼ି ଚାଳକଙ୍କୁ କାବୁ କଲା ପୋଲିସ

Sukinda, Jajpur | Sep 29, 2025
ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଳିଙ୍ଗନଗର ରାସ୍ତାରୁ କଳିଙ୍ଗନଗର ପୋଲିସ ଦ୍ଵାରା ଅମାନିଆ ଗାଡ଼ି ଚାଳକଙ୍କୁ କାବୁ କରାଯାଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ଆମନିଆ ଗାଡ଼ି ଚାଳକଙ୍କୁ କଳିଙ୍ଗନଗର ରାସ୍ତାରୁ କଳିଙ୍ଗନଗର ପୋଲିସ କାବୁ କରି ଜୋରିମାନା ଲଗାଇ ତାଗିତ କରିଥିବା ରବିବାର ରାତି 11 ଘଟିକା ସମୟରେ ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us