Install App
sonepurkhabar
This browser does not support the video element.
ସୋନପୁର: ୨ ଦିନ ଭିତରେ ସାର ନମିଳିଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବୈକୁଣ୍ଠ ଶତପଥି ଙ୍କ ଚେତାବନୀ।
Sonapur, Subarnapur (Sonepur) | Sep 12, 2025
ସୁବର୍ଣ୍ଣପୁର ଜିଲ୍ଲାରେ ୟୁରିଆ ସାରର ଘୋର ଅଭାବ ଦେଖା ଦେଇଛି।ଅନ୍ୟପକ୍ଷରେ କିଛି ଅସାଧୁ ବ୍ୟବସାୟୀ ସାର ଗଛିତ ରଖି ଅଧିକ ଦରରେ ବିକ୍ରି କରୁଛନ୍ତି।ଦୁଇ ଦିନ ଭିତରେ ଏହାର ସମାଧାନ ନହେଲେ ଆନ୍ଦୋଳନ ତିବ୍ରତର ହେଵ ବୋଲି ଆଜି ଦିନ ୧୧ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜିଲ୍ଲା କୃଷକ ସଙ୍ଗଠନ ର ସଭାପତି ବୈକୁଣ୍ଠ ଶତପଥୀ ଚେତାବନୀ ଦେଇଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!