Download Now Banner

This browser does not support the video element.

ବ୍ରହ୍ମଗିରି: ହରଚଣ୍ଡୀ ଜଙ୍ଗଲ ଭିତରେ ଗଣ ଦୁଷ୍କର୍ମ ଘଟଣା, ଘଟଣା ସ୍ଥଳରେ ପହଂଚିଲା ପୀଡିତା

Brahmagiri, Puri | Sep 16, 2025
ମଙ୍ଗଳବାର ୫ ଘଟିକା ସମୟରେ ବ୍ରହ୍ମଗିରି ବ୍ଲକ ହରଚଣ୍ଡୀଙ୍କ ଜଙ୍ଗଲ ଭିତରେ ଗଣଦୁଷ୍କର୍ମ ଘଟଣାରେ,ଘଟଣା ସ୍ଥଳରେ ପହଞ୍ଚିଲା ପୀଡିତା। ସାଇଁଟିପିକି ଟିମି ମଧ୍ୟ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି। ଏପଟେ ମୁଖ୍ୟ ଅଭିଯୁକ୍ତ ସହ ଦୁଇ ଜଣଙ୍କୁ ଗିରଫ କରିଛି ସଦର ପୋଲିସ।
Read More News
T & CPrivacy PolicyContact Us