This browser does not support the video element.
ବଲାଙ୍ଗୀର: ପତିତ ପାବନ ଏକାଡେମୀ ପରିସରରେ ଇଦ ମିଲାଦୁନ ନବି ଉପଲକ୍ଷେ ମୁସଲମାନଙ୍କ କ୍ୟୁଜ୍ ପ୍ରତିଯୋଗିତା
Balangir, Balangir | Aug 31, 2025
Head Line: ବଲାଙ୍ଗୀରରେ ଇଦ ମିଲାଦୁନ ନବି ଉପଲକ୍ଷେ ମୁସଲମାନ ଙ୍କ କ୍ୟୁଜ୍ ପ୍ରତିଯୋଗିତା 30 ସେକେଣ୍ଡ ସ୍କ୍ରିପ୍ଟ: ବଲାଙ୍ଗୀରରେ ଇଦ ମିଲାଦୁନ ନବି ମହମ୍ମଦ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ। ଏହି ଅବସରରେ ଖିଦ୍ ମତେ ରସୁଲ ସଂଗଠନ ତରଫରୁ ପତିତ ପାବନ ଏକାଡେମୀ ପରିସରରେ କ୍ୟୁଜ୍ ପ୍ରତିଯୋଗିତା ଆୟୋଜନ। ସହରର 104ରୁ ଅଧିକ ପ୍ରତିଯୋଗୀ ଛୋଟ ଠାରୁ ବୟସ୍କ ପର୍ଯ୍ୟନ୍ତ ଭାଗ ନେଲେ। ଇସ୍ଲାମୀୟ ଓ ସାଧାରଣ ଜ୍ଞାନରେ ହୋଇଥିବା ଏହି ପ୍ରତିଯୋଗିତାରେ ବିଜେତାଙ୍କୁ ମହମ୍ମଦ ଜୟନ୍ତୀ ଦିନ ପୁରସ୍କୃତ କରାଯିବ ବୋଲି କମିଟି ପକ୍ଷ ଆଜି ଅପରାହ୍ନ 4ଟା ସମୟରେ କୁହା