Download Now Banner

This browser does not support the video element.

ଛତ୍ରପୁର: ବ୍ରହ୍ମପୁର ଗାନ୍ଧି ନଗର ସ୍ଥିତ ବିଧାୟକଙ୍କ କାର୍ଯ୍ୟାଳୟ ଠାରେ ସେବା ପକ୍ଷ ପାଳନ ନେଇ ଏକ ବୈଠକ ଅନୁଷ୍ଠିତ

Chhatrapur, Ganjam | Sep 10, 2025
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜୟନ୍ତୀ ପାଳନ ଉପଲକ୍ଷେ ସେବା ପକ୍ଷ ପାଳନ ୧୭ ଠାରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବ। ଏନେଇ ଏକ ବୈଠକ ବ୍ରହ୍ମପୁର ଗାନ୍ଧି ନଗର ସ୍ଥିତ ବିଧାୟକଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ବୁଧବାର ପୂର୍ବାହ୍ନରେ ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ଉକ୍ତ ବୈଠକରେ ସେବା ପକ୍ଷ ପାଳନର ସୁ ପରିଚାଳନା ପାଇଁ ଆଲୋଚନା କରାଯାଇଥିଲା।
Read More News
T & CPrivacy PolicyContact Us