Download Now Banner

This browser does not support the video element.

କବିସୂର୍ଯ୍ୟନଗର: ବେଗୁନିଆପଡା ସ୍ଥିତ ବାପୁଜୀ ଷ୍ଟାଡିୟମ ରେ ମଣ୍ଡଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

Kabisuryanagar, Ganjam | Sep 10, 2025
ବେଗୁନିଆପଡା ବ୍ଲକର ବାପୁଜୀ ଷ୍ଟାଡିୟମ ଠାରେ ମଣ୍ଡଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଭାଗିରଥି ସ୍ୱାଇଁ, ବେଗୁନିଆପଡା ଥାନା ଅଧିକାରୀ ଭଗବାନ ପୂଜାରୀ, ଜିଲ୍ଲା କ୍ରୀଡା ନିରୀକ୍ଷକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସାନନ୍ଦ ନାୟକ, ବି ଇ ଓ ତଥା ମଣ୍ଡଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତାର ସଭାପତି ରୁଦ୍ର ନାରାୟଣ ସାହୁ, ଏ ବି ଇ ଓ ଜ୍ୟୋତିର୍ମୟୀ ନନ୍ଦ, ସୋମନାଥ ସେଠି ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ କ୍ରୀଡାର ଆବଶ୍ୟକତା କ୍ରୀଡା ଦ୍ୱାରା ଶାରୀରିକ ମାନସିକ ଓ ବୌଦ୍ଧିକ ବିକାଶ ଘଟିଥାଏ ବୋଲି କହିଥିଲେ
Read More News
T & CPrivacy PolicyContact Us