Download Now Banner

This browser does not support the video element.

କଟକ ପୌରାଞ୍ଚଳ: କଟକ ନରାଜ ରାସ୍ତା ଆଇନ ବିଶ୍ଵ ବିଦ୍ୟାଳୟ ସମ୍ମୁଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମୃତ

Cuttack M Corp PS, Cuttack | Aug 24, 2025
କଟକ ନରାଜ ରାସ୍ତା ଆଇନ ବିଶ୍ଵ ବିଦ୍ୟାଳୟ ସମ୍ମୁଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଜଣେ ବ୍ଯକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରବିବାର ସଂଧ୍ୟାରେ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣଙ୍କ ହେଲେ ନରାଜ ଅଞ୍ଚଳର ଭାବଗ୍ରାହୀ ଧଳ।ଏକ ଘରୋଇ ହସ୍ପିଟାଲ ରେ ତାଙ୍କର ମୃତ୍ୟୁ ଘଟିଛି।
Read More News
T & CPrivacy PolicyContact Us