Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଅଫିସର ମାନୁନାହାନ୍ତି ସରକାରଙ୍କ ନିର୍ଦେଶ ସମୟରେ ଆସୁନାହାନ୍ତି ସରକାରୀ ବାବୁମାନେ, ଅଭିଯୋଗ କଲେ ଆପ

Puri M, Puri | Sep 1, 2025
ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ସରକାରୀ ଅଫିସ କୁ ସମସ୍ତେ ସମୟରେ ଆସିବେ କିନ୍ତୁ ଏହାର ବିଚ୍ୟୁତି ଦେଖାଯାଉଛି ପୁରୀ ର pkda ଅଫିସ ରେ. ପୁରୀ ର ସ୍ୱର୍ଗଦ୍ୱାର ମାଛ ମାର୍କେଟ ଗଳି ଯାହାର ଚଉଡା ମାତ୍ର 20 ଫୁଟ, ସେହି ରାସ୍ତା ରେ ଆକାଶରେ ପଶିଯାଇଥିବା ଅଟାଳିକା ହେଇଛି, ସେହି ପାଖରେ ଗ୍ରାମ୍ୟ ବ୍ୟାଙ୍କ ସାମ୍ନା ମଧ୍ୟ 8 ତାଲା ବିଶିଷ୍ଟ ଅଟାଳିକା ହେଇଛି. ଯାହା କି ଆଇନ ସମ୍ମତ ନୁହେଁ. ଆଇନ ଅନୁଯାଇ 20 ଫୁଟ ର ରାସ୍ତା ରେ ଅଧିକ ଭାବେ 3 ତାଲା ପର୍ଯ୍ୟନ୍ତ ଅନୁମତି ଅଛି କିନ୍ତୁ କୋଉ ଆଧାର ରେ ଏହାକୁ ଅନୁମତି ମିଳିଛି ତାର ତଦନ୍ତ ପାଇଁ ଅଫିସ ଯାଇଥିଲାବେଳେ ସକାଳ 11 ଟା ଯାଏଁ କୌଣସି ବ
Read More News
T & CPrivacy PolicyContact Us