Download Now Banner

This browser does not support the video element.

ବଲାଙ୍ଗୀର: ଅଗଲପୁର ଥାନାର କଡା କାର୍ଯାନୁଷ୍ଠାନ ଉଚ୍ଛବାହାଲ ଗ୍ରାମରୁ ୭୦ ଲିଟର ଦେଶି ମଦ ଜବତ, ଅଭିଯୁକ୍ତ କୋର୍ଟ କୋୖର୍ଟ ଚାଲାଣ

Balangir, Balangir | Sep 6, 2025
ଅଗଳପୁର ଥାନାର କଡା କାର୍ଯାନୁଷ୍ଠାନ ଉଚ୍ଛବାହାଲ ଗ୍ରାମରୁ ୭୦ ଲିଟର ଦେଶି ମଦ ଜବତ, ଅଭିଯୁକ୍ତ କୋର୍ଟ କୋୖର୍ଟ ଚାଲାଣ ବଲାଙ୍ଗୀର ଜିଲ୍ଲାର ଅଗଳପୁର ଥାନା ଅଧୀନ ଉଚ୍ଛବାହାଳ ଗ୍ରାମରେ ପୋଲିସ ବଡ଼ ସଫଳତା ହାସଲ କରିଛି। ଗାଁର ଲମ୍ବୋଦର ଡୋରାଙ୍କ ଘର ପଛପଟେ ଲୁଚାଇ ରଖାଯାଇଥିବା 70 ଲିଟର ଦେଶି ମହୁଲି ମଦ ଜବତ କରିଛି। ଏହି ଅଭିଯାନରେ ଲମ୍ବୋଦର ଡୋରାଙ୍କୁ ପୋଲିସ ଗିରଫ କରିଥିବା ସହିତ, ତାଙ୍କ ବିରୋଧରେ କେସ୍ ନମ୍ବର 151/25 ରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କୁ ଆଜି କୋର୍ଟକୁ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ଆଜି ସକାଳ 9ଟାରେ ସୂଚନା ଦିଆଯାଇଛି।
Read More News
T & CPrivacy PolicyContact Us