Download Now Banner

This browser does not support the video element.

ରାଇରଙ୍ଗପୁର ସହର: ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜନୈକା ନାବାଳିକାକୁ ଦୁଷ୍କର୍ମ, ଥାନାରେ ଅଭିଯୋଗ

Rairangpur Town, Mayurbhanj | Sep 23, 2024
ଗ୍ରାମାଞ୍ଚଳ ଥାନା ଅଂଚଳରେ ୧୪ ସେପ୍ଟେମ୍ବର ତାରିଖ ଏକ ଗାଁରେ ଜନୈକ ୧୩ ବର୍ଷୀୟ ନାବାଳିକାଙ୍କୁ ଘରେ ଏକୁଟିଆ ପାଇ ପଡୋଶୀ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିଲା। ପରବର୍ତୀ ସମୟ କିଛି ଦିନ ପରେ ଘଟଣା ସମ୍ପର୍କରେ ନାବାଳିକା ପରିବାର ଲୋକ ମାନଙ୍କୁ କହିଥିଲେ। ରବିବାର ଦିନ ଦୁଷ୍କର୍ମ ଘଟଣା ସମ୍ପର୍କରେ ପିଡ଼ିତାଙ୍କ ପରିବାର ପକ୍ଷରୁ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ବୋଲି ଆଜି ସନ୍ଧ୍ୟା ୬ ଟା ସମୟ ରେ ଗ୍ରାମାଞ୍ଚଳ ଥାନା ଅଧିକାରୀ ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us