This browser does not support the video element.
କୁଚିଣ୍ଡା: ସାତକମା ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ
Kochinda, Sambalpur | Aug 28, 2025
କୁଚିଣ୍ଡା ବ୍ଲକ ଅନ୍ତର୍ଗତ ସାତକମା ଗ୍ରାମରେ ଗୁରୁବାର ଦିନ ବନ ସୁରକ୍ଷା ସମିତି ଯୁବ କ୍ଳବ୍ ପକ୍ଷରୁ ଦିବସ ବ୍ୟାପୀ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କ୍ଳବ୍ ର ସଭାପତି ସୁଜିତ୍ ଭଇଁସା ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ପରିବେଶବିତ ଓ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ,ସାମାଜିକ କର୍ମୀ ସରୋଜ ମେହେର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।