This browser does not support the video element.
ବରଗଡ: ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଗଲା
Bargarh, Bargarh (Baragarh) | Aug 24, 2025
ବରଗଡ଼ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ନେଇ ରବିବାର ସନ୍ଧ୍ୟା 6 ଘଣ୍ଟା ସମୟରେ ଜରୁରୀ ସୂଚନା ଦେଲେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ | ଆସନ୍ତା କାଲି ସୋମବାର 25 ତାରିଖ ସୋହେଲା ବ୍ଲକ ଅଫିସରେ ବରଗଡ଼ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ହେବ ବୋଲି ସୂଚନା ଦିଆଯାଇଛି | ବରଗଡ଼ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ଜନସାଧାରଣ ମାନେ ନିଜ ନିଜ ସମସ୍ୟା ଜିଲ୍ଲାପାଳଙ୍କୁ ଭେଟି ଜଣାଇପାରିବେ ବୋଲି ସୂଚନା ଦିଆଯାଇଛି ।