This browser does not support the video element.
ଗୋବିନ୍ଦପୁର: ଦାଦନ ଖଟିବାକୁ କର୍ଣ୍ଣାଟକ ଯାଇ ଫେରିଲେ ନାହିଁ ମୁଣ୍ଡାଢିପା ର ଯୁବକ, ସମୁଦ୍ର ରେ ବୁଡ଼ି ମୃତ୍ୟୁ
Govindpur, Sambalpur | Sep 3, 2025
ବାମରା ସ୍ଥିତ ମୁଣ୍ଡାଢିପା ଗ୍ରାମ ର ନାରାୟଣ ଧୁରୂଆ କର୍ଣ୍ଣାଟକ ରାଜ୍ୟ ଅନାବର ଠାରେ ମାଛ ଧାରା କାମ କରିବା କୁ ଯାଇଥିବା ବେଳେ ସେଠାରେ ସେ ସମୁଦ୍ର ରେ ବୁଡ଼ି ନିଖୋଜ ହୋଇ ଯାଇଥିଲେ। ବୁଧବାର ଦିନ ତାଙ୍କ ଶବ ସମୁଦ୍ର କୁଳ ରୁ ଉଦ୍ଧାର ହୋଇଥିବା ବେଳେ ମୃତଦେହ ବାମରା ଆଣିବା ସମ୍ଭବ ନ ହେବାରୁ ଶବ କୁ ଅନାବର୍ ଠାରେ ଅନ୍ତିମ ସଂସ୍କାର କରି ଦିଆଯାଇଛି। ଏହାକୁ ନେଇ ତାଙ୍କ ପରିବାର ପକ୍ଷରୁ ଗୋବିନ୍ଦପୁର ଥାନା ରେ ଅଭିଯୋଗ କରାଯାଇଛି।