Download Now Banner

This browser does not support the video element.

ଫୁଲବାଣୀ ସହର: ସାକାଡିଗ୍ରାମ ମାଓ ପ୍ରବଣ ଅତି ଦୁର୍ଗମ ଅଞ୍ଚଳ ରେ ଗଣେଶ ପୁଜା ଅନୁଷ୍ଠିତ,

Phulabani Town, Kandhamal | Aug 27, 2025
ମାଓ ପ୍ରବଣ ଅତି ଦୁର୍ଗମ ଅଞ୍ଚଳ ରେ ଗଣେଶ ପୁଜା ଅନୁଷ୍ଠିତ, ମା ଲାଦାଙ୍ଗୀ ପେନୁ ଯୁବକମିଟି ଦ୍ଵାରା 2025 ମସିହାରେ ପକାରି ସାକାଡି ପଡା ଠାରେ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି ।ଏହି ପୂଜାରେ ସଭାପତି ସୁକାରା କହଁର ସମ୍ପାଦକ ରାଜୀବ ଲୋଚନ ଦିଗାଲ ସହ ସମ୍ପାଦକ ଜିତୁ କହଁର କୋଷାଧ୍ୟକ୍ଷ ସୁନିଲ ମଲିକ ଙ୍କ ସହ ଗ୍ରାମବାସୀ ବୃନ୍ଦ ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି।ଲୋକଙ୍କର ଏପରି ପ୍ରୟାସ ଯୋଗୁଁ ଅଞ୍ଚଳ ରୁ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି.
Read More News
T & CPrivacy PolicyContact Us