Download Now Banner

This browser does not support the video element.

ସିମୁଳିଆ: ମୁଲଣାନଗର ଠାରେ ସ୍କିଲ ଡେଭଲମେଣ୍ଟ କର୍ମଶାଳା ର ଶିବିର କୁ ଉଦଘାଟନ କଲେ ବିଧାୟକ,

Similia, Balasore | Aug 26, 2025
ଭାରତ ସରକାରଙ୍କ ଟେକ୍ସଟାଇଲ ବିଭାଗ ଦ୍ଵାରା ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିଡ଼ିଗାଁ ପଞ୍ଚାୟତ ର ମୁଲଣାନଗର ଠାରେ ଆୟୋଜିତ ସ୍କିଲ ଡେଭେଲପମେଣ୍ଟ ହାଣ୍ଡିକ୍ରାଫ୍ଟ ସେକ୍ଟର ର ଡିଜାଇନ ଡେଭଲପମେଣ୍ଟ କର୍ମଶାଳାର ଯୋଗ ଦେଇ ଶିବିର କୁ ଉଦଘାଟନ କଲେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ l ଏଥିରେ ସ୍ଥାନୀୟ ଲୋକ ପ୍ରତିନିଧି ସମେତ ଅଂଚଳ ବାସି ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ଆଜି ମଙ୍ଗଳବାର ଅପରାହ୍ନ 3 ଘଟିକା ପର୍ଯ୍ୟନ୍ତ ଚାଲୁ ରହିଥିଲା l
Read More News
T & CPrivacy PolicyContact Us