This browser does not support the video element.
ଜି ଉଦୟଗିରି: ଜି ଉଦୟଗିରି ନିକଟସ୍ଥ କଳିଙ୍ଗା ଉଚ୍ଚ ବିଦ୍ୟାଳୟ ରେ ତିନି ଦିନିଆ ବିଜ୍ଞାନ ଶିବିର ଅନୁଷ୍ଠିତ ହୋଇଅଛି
G Udayagiri, Kandhamal | Sep 11, 2025
ଜି ଉଦୟଗିରି ନିକଟସ୍ଥ କଳିଙ୍ଗା ଉଚ୍ଚ ବିଦ୍ୟାଳୟ ରେ ତିନି ଦିନିଆ ବିଜ୍ଞାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଶିକ୍ଷାନୁଷ୍ଠାନ ପ୍ରଧାନ ଶିକ୍ଷକ ଜଗନ୍ନାଥ ପ୍ରଧାନ ଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି ଶିବିରରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ବଳରାମ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜ୍ଞାନ ପାଠ୍ୟକ୍ରମରେ ରହିଥିବା ବିଷୟବସ୍ତୁ ନେଇ ବିଜ୍ଞାନ ପରୀକ୍ଷା ଉପରେ କହିଥିଲେ.। ଯାହା ଛାତ୍ର ଛାତ୍ରୀଙ୍କ ବୁଝିବାରେ ସହଜ ହେବା ସହିତ ସବୁ ବେଳ ପାଇଁ ମନେ ରହିବ ବୋଲି କହିଛନ୍ତି ଛାତ୍ର ଛାତ୍ରୀ। ଏହି ଶିବିରରେ ସମସ୍ତ ଛାତ୍ର ଛାତ୍ରୀମାନେ ଯୋଗ ଦେଇଥିଲେ।