Install App
amagaonamakhabar
This browser does not support the video element.
ବେଗୁନିଆ: କୋଦବେରେଣି ଟିକାତାଳ ରାସ୍ତା ମଝିରେ ଓଲଟିଲା କାର ଦୁଇ ଗୁରୁତର
Begunia, Khordha | Sep 2, 2025
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା କୋଦବେରେଣି ଟିକାତାଳ ମଝିରେ ଏକ କାର ଓଲଟି ଦୁଇ ଜଣ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠା ଯାଇଥିବା ସୂଚନା ମିଳିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!