This browser does not support the video element.
ବଲାଙ୍ଗୀର: ବୂରୋମୁଣ୍ଡା ଗ୍ରାମ ନିକଟରେ ବାଇକର ଭାରସାମ୍ୟ ହରେଇ ଦୁର୍ଘଟନା ଜଣେ ଗୁରୁତର ଭୀମାଭୋଇ ମେଡ଼ିକାଲ୍ ରେ ଭର୍ତି।
Balangir, Balangir | Feb 21, 2025
ସଦର ଥାନା ଅନ୍ତର୍ଗତ ବ୍ୟୁରୋ ମୁଣ୍ଡା ଗ୍ରାମ ନିକଟରେ ଦୁର୍ଘଟଣା ଜଣେ ଗୁରୁତର ମେଡ଼ିକାଲରେ ଭର୍ତି ।ଆଜି ସଦର ଥାନା ଅନ୍ତର୍ଗତ ବରୋ ମୁଣ୍ଡା ଗ୍ରାମ ନିକଟରେ ଏକ ଦୁର୍ଘଟଣା ଘଟିଛି ବାଇକ ର ଭାରସମ୍ୟ ହରେଇ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି।ଗୁରୁତର ବ୍ୟକ୍ତି ଜଣକ ହେଲେ ହାଡିବନ୍ଧୁ ସ୍ୱାଇଁ ବୋଲି ଜଣା ପଡ଼ିଛି ହାଡିବନ୍ଧୁ କେଉଁ ଆଡେ ବାଇଲ ରେ ଯଉ ଥିବା ସମୟରେ ବ୍ୟୁରୋ ମୁଣ୍ଡା ଗ୍ରାମ ନିକଟରେ ଏହି ଅଘଟନ ଘଟି ଥିଲା ସ୍ତାନୀୟ ଲୋକେ ଘଟଣା ସ୍ଥଳରୁ ଉଦ୍ଧାର କରି ଆଜି ଅପରାହ୍ନ ପ୍ରାୟ 4ଟା38ମିନିଟ ସମୟରେ ଭୀମଭୋଇ ମେଡ଼ିକାଲ ରେ ଭର୍ତି କରି ଥିବା ଜଣା ପଡ଼ିଛି ।