Download Now Banner

This browser does not support the video element.

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ର ସାନବୁରୁଡା ଗ୍ରାମ ପରିଦର୍ଶନ କରିଛନ୍ତି ବରିଷ୍ଠ ଯୁବ ବିଜେପି ନେତା ଶ୍ରୀକାନ୍ତ ପାଢୀ ।

Digapahandi, Ganjam | Aug 30, 2025
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ର ସାନବୁରୁଡା ଗ୍ରାମ ପରିଦର୍ଶନ କରିଛନ୍ତି ବରିଷ୍ଠ ଯୁବ ବିଜେପି ନେତା ଶ୍ରୀକାନ୍ତ ପାଢୀ । ସେ ଆଜି ଦିନ 10 ଘଣ୍ଟ ସମୟରେ ସାନ ବୁରୁଡା ଗ୍ରାମ ରେ ପହଞ୍ଚି ଗ୍ରାମବାସୀଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏଥିସହ ସାନ ବୁରୁଡା ଗ୍ରାମ ର ସଭାପତିଙ୍କ ସହ ମଧ୍ଯ ଆଲୋକପାତ କରିଥିବା ବେଳେ ଗ୍ରାମ ଉନ୍ନତି ଦିଗରେ ପ୍ରଶାସନ ପାଖରେ ଦାବି କରାଯିବା ନେଇ ଆଲୋକପାତ ହୋଇଥିବାର ଖବର ମିଳିଛି । ଏହି ପରିଦର୍ଶନ ସମୟରେ ଗ୍ରାମ ର ସମସ୍ତ ଜନସାଧାରଣ ଉପସ୍ଥିତ ଥିବାର ସୂଚନା ମିଳିଛି ।।
Read More News
T & CPrivacy PolicyContact Us