Download Now Banner

This browser does not support the video element.

ବୌଦ୍ଧ ସଦର: ରୁଣ୍ଡିମହୁଲ ହାଇସ୍କୁଲ ପରିସରରେ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ପାଳିତ

Baudh Sadar, Boudh (Bauda) | Aug 22, 2025
ବୌଦ୍ଧ ଜିଲ୍ଲା ରୁଣ୍ଡିମହୁଲ ହାଇସ୍କୁଲ୍ ପରିସରରେ ଉକ୍ତଳ ସଂସ୍କୃତ ଶିକ୍ଷକ ମହାସଂଘ ବୌଦ୍ଧ ଶାଖା ପକ୍ଷରୁ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ସମାରୋହ ପାଲିତ ହୋଇଯାଇଛି l ପଣ୍ଡିତ ନିରଞ୍ଜନ ସହଙ୍କୁ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିଭାବେ ନବୀନ ଶତପଥୀ ଅବସରପ୍ରାପ୍ତ ଶିକ୍ଷକ ସିବଦତ୍ତ ପଟ୍ଟନାୟକ, ଅଧ୍ୟାପକ,ସୁରେଶ ପଣ୍ଡା, ଅବସରପ୍ରାପ୍ତ ଅଧ୍ୟାପକ ଯୋଗ ଦେଇଥିଲେ ମୁଖ୍ୟ ବକ୍ତା ଭାବେ ପଲସ୍ତି ପ୍ରଧାନ ଯୋଗ ଦେଇ ଉକ୍ଟ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l
Read More News
T & CPrivacy PolicyContact Us