This browser does not support the video element.
ଛତ୍ରପୁର: ଚାଷୀଙ୍କୁ ମିଳୁନି ଆବଶ୍ୟକତା ଅନୁସାରେ ସାର, ଲଣ୍ଡାବାଉଁଶ ସୋସାଇଟିରେ ଲମ୍ବା ଲାଇନ୍
Chhatrapur, Ganjam | Sep 7, 2025
ଚାଷୀକୁ ମିଳିପାରୁନାହିଁ ସାର। ସାର ପାଇଁ ସକାଳୁ ଆସି ଲମ୍ବା ଲାଇନରେ ଛିଡ଼ା ହେଉଛନ୍ତି ଚାଷୀ। ଜିଲାରେ ଚଳିତ ମାସ ୫ରେ ୧୮୦୦ ମେଟ୍ରିକ୍ ଟନ୍ ସାର ଆସିଛ। ୧୨୬ଟି ସୋସାଇଟ୍ ଏହା ପ୍ରଦାନ କରାଯାଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ଛତ୍ରପୁର ବ୍ଲକ ଭିକାରୀପଲ୍ଲୀ ପଞ୍ଚାୟତ ଅଧୀନ ଲଣ୍ଡାବାଉଁଶ ସୋସାଇଟିରେ କାଲି ସାର ଆସିବାରୁ ଚାଷୀ ଏହା ଜାଣି ରବିବାର ସକାଳୁ ହିଁ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା ।