Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ପୁରୀ ସମୁଦ୍ର କୂଳରେ ପଯ୍ୟଟକ ଙ୍କୁ ଶୋଷଣ l ସୋସିଆଲ ମିଡିଆରେ ଭିଡ଼ିଓ ଭାଇ ରାଲ l ଥଣ୍ଡା ପାଣି ଇଚ୍ଛା ହଉଛି ନିଅ ନହଲେ ଯାଅ l

Puri M, Puri | Aug 25, 2025
ପୁରୀ ସମୁଦ୍ର କୂଳରେ ପଯ୍ୟଟକ ଙ୍କୁ ଶୋଷଣ l ସୋସିଆଲ ମିଡିଆରେ ଭିଡ଼ିଓ ଭାଇ ରାଲ l ଥଣ୍ଡା ପାଣି ଇଚ୍ଛା ହଉଛି ନିଅ ନହଲେ ଯାଅ l ଏଭଳି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ l ସରକାର ଙ୍କୁ ଅନୁରୋଧ କଲେ ପଯ୍ୟଟକ l ଆଉ କେବେ ମୁଁ ପୁରୀ ଆସିବିନି ଏଭଳି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ l
Read More News
T & CPrivacy PolicyContact Us