This browser does not support the video element.
ଫୁଲବାଣୀ ସହର: ଫିରିଙ୍ଗିଆ ଠାରେ ଜିଲ୍ଲାପାଳ ଙ୍କ ଉଦ୍ୟେଶ ରେ ରତଙ୍ଗ ପଞ୍ଚାୟତ ର ସରପଞ୍ଚ ଙ୍କ ଦାବିପତ୍ର,
Phulabani Town, Kandhamal | Sep 9, 2025
ଫିରିଙ୍ଗିଆ ଠାରେ ଜିଲ୍ଲାପାଳ ଙ୍କ ଉଦ୍ୟେଶ ରେ ରତଙ୍ଗ ପଞ୍ଚାୟତ ର ସରପଞ୍ଚ ଙ୍କ ଦାବିପତ୍ର, ଏହି ଦାବିପତ୍ର ଟି ମଙ୍ଗଳବାର ଦିନ 12ଘଣ୍ଟିକା ସମୟରେ ଦିଆଯାଇଥିବା ବେଳେ, ତାଙ୍କ ଦାବିପତ୍ର ଉଲ୍ଲେଖ ରହିଛି ଯେ ଶେଷ୍କାଯଡି, ବାଇମାହା,ଟିବେରକୁଟି, ବରସାହି, ଗୈରବାଡି,, କୁସୁମକୁଟି, ଗୁଡୁମୁଣ୍ଡା, ନୁଆ ହରିଜନସାଇ, ଠାରେ ପଷ୍ଟ ଅଫିସ ରହିଛି କିନ୍ତୁ ଇଣ୍ଟେର୍ନେଟ କିମ୍ବା ଟାଓ୍ୱର ଳଥିବା ହେତୁ, ଟଙ୍କା ଉଠାଣ ରେ ବହୁ ଅସୁବିଧା ହେଉଛି, ବିଶେଷ କରି ଅଞ୍ଚଳୟେ 300ଜନସାଧାରଣ ବସବାସ କରନ୍ତି ଏଣୁ ଟାଓ୍ୱର ପାଇଁ ଦାବିପତ୍ର ରେ ଉଲ୍ଲେଖ ରହିଛି