Download Now Banner

This browser does not support the video element.

ଧମା: ଲବଡେରା ର ଏକ କ୍ରସର୍ ରୁ ଚୋରି ଘଟଣା , ଚୋରି ସାମଗ୍ରୀ ଉଦ୍ଧାର ସହ ୫ ଜଣ ଗିରଫ

Dhama, Sambalpur | Sep 13, 2025
ଲବଡେରା ର ଏକ କ୍ରସର୍ ରୁ ଚୋରି ଘଟଣା , ଚୋରି ସାମଗ୍ରୀ ଉଦ୍ଧାର ସହ ୫ ଜଣ ଗିରଫ ସମ୍ବଲପୁର ଜିଲ୍ଲା ଧମା ଥାନା ଅନ୍ତର୍ଗତ ଲବଡେରାର ବି କେ ଡି ନାମକ ଏକ କ୍ରସର ରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିଲା । ଏନେଇ କ୍ରସର ର ମାଲିକ ଜୟ କୃଷ୍ଣ ପ୍ରଧାନ ଧମା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ସଦର ଏସ‌ଡିପିଓ ତୋଫାନ ବାଗ ଙ୍କ ନେତୃତ୍ବରେ ଏକ ଟିମ୍ ତଦନ୍ତ କରି ଶନିବାର ସକାଳେ ସାଲେସିଂ ଗ୍ରାମରେ ଚଢ଼ାଉ କରି ୫ ଜଣ ଚୋର ବବଲୁ ମୁଣ୍ଡା , ସୁବ୍ରତ ବାରିକ , ଯୋଶବନ୍ତ ମାଝି, ନିବାସ ନାଏକ ଓ ଆନନ୍ଦ ପ୍ରଧାନଙ୍କ ଙ୍କୁ ଗିରଫ କରି ଚୋରି କରିଥିବା ସମାଗ୍ରୀ ଜବତ୍ କରିଛି ।
Read More News
T & CPrivacy PolicyContact Us